Odisha Link
Bridging the Missing Links in Odisha
Browsing Tag

Journalist

ସାମ୍ବାଦିକଙ୍କୁ ମାଡ଼ ମାରିଲା ପୁଲିସ

ପୁରୀ: ସାମ୍ବାଦିକଙ୍କୁ ପିଟିଲା ପୁଲିସ। ଜଣେ ବ୍ୟବସାୟୀଙ୍କୁ ପୁଲିସ ମାଡ଼ ମାରି ଗୁରୁତର ଆହତ କରିବା ସହ ଏନେଇ ଜଣେ ସାମ୍ବାଦିକ ପୁଲିସକୁ ପଚାରିବାରୁ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବଡ଼ଶଙ୍ଖ ଠାରେ ଫଳ ଓ ପନିପରିବା ବିକିବାକୁ ନେଇ ଆଜି ପୁଲିସ ଓ…

ସାମ୍ବାଦିକ ସରକାରୀ ସ୍ବୀକୃତିପ୍ରାପ୍ତ…

ଭୁବନେଶ୍ବର: ସାମ୍ବାଦିକଙ୍କୁ ଟିକା ଦିଆଯିବା ନେଇ ସାରା ରଜ୍ୟରୁ ଦାବି ଉଠିବା ପରେ ସରକାର ରାଜ୍ୟ ସାରା ସାମ୍ବାଦିକଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। ଏ ନେଇ ଗତକାଲି ଅତିରିକ୍ତ ମୁଖ୍ୟ ସଚିବ ପିକେ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ତେବେ କେବ ସରକାରୀ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି…

ଭୁବନେଶ୍ବର: ଗତବର୍ଷ ପରି ଏଥର ବି ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ କୋଭିଡ୍‌ ଯୋଦ୍ଧା ଘୋଷଣା କଲେ। କିନ୍ତୁ ସାମ୍ବାଦିକଙ୍କୁ ଟିକା ଦେବା ନେଇ ଚୋରାପୀରତିରେ ସାମାନ୍ୟ ଭଟ୍ଟା ପଡ଼ିନାହିଁ। ଗତକାଲି ସାମାଜିକ ଗଣମାଧ୍ୟମରେ ବ୍ୟାପକ ସମାଲୋଚନା ପରେ ତରବରରେ ଟିକାକରଣ ନିଷ୍ପତ୍ତି ନେଇଥିଲେ ଭୁବନେଶ୍ବର ମହାନଗର…

ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା…

ଭୁବନେଶ୍ବର: କରୋନର ଦ୍ବିତୀୟ ଲହରରେ ରାଜ୍ୟର ୧୫ରୁ ଅଧିକ ସାମ୍ବାଦିକଙ୍କ ଜୀବନ ଗଲା ପରେ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଛି। ରବିବାର ଦିନ ସାମ୍ବାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଘୋଷଣା ଦ୍ବାରା ରାଜ୍ୟର ୬୯୪୪ ସ୍ବାମ୍ବାଦିକ ଉପକୃତ ହେବେ। ଘୋଷଣା ଅବସରରେ…

ସାମ୍ବାଦିକ ଅମଜାଦ ବାଦଶାହଙ୍କ ଦେହାନ୍ତ

ଝାରସୁଗୁଡ଼ା: କରୋନାର କରାଳ ଗ୍ରହଣରେ ବଳିପଡ଼ିଛି ପୁଣି ଜଣେ ସାମ୍ବାଦିକଙ୍କର ଜୀବନ। ବରିଷ୍ଠ ସାମ୍ବାଦିକ ଅମଜାଦ ବାଦଶାହଙ୍କର ଆଜି ପରଲୋକ ହୋଇଯାଇଛି। ଦୁଇ ସପ୍ତାହରୁ ଅଧିକ ସମୟ ଧରି ସେ କୋଭିଡ୍‌ ପଜିଟିଭ୍‌ ଥିଲେ ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ପ୍ରାଣ ହରାଇଛନ୍ତି। ପ୍ରାୟ ୨…

ମହିଳା ସାମ୍ବାଦିକଙ୍କୁ ଦୁଷ୍କର୍ମ ଓ…

ଜୟପୁର: ମହିଳା ସାମ୍ବାଦିକଙ୍କୁ ଟୁଇଟ୍ କରି ତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବାକୁ ଧମକ ଦେଇଥିବା ୨୬ ବର୍ଷୀୟ ଆଇନ୍ ଛାତ୍ରଙ୍କୁ ପଡିଲା ମହଙ୍ଗା। ଆଇନ୍ ଛାତ୍ର କପିଲ୍ ସିଂହଙ୍କୁ ଗିରଫ କରିଛି ଉଦୟପୁର ପୁଲିସ୍। ମହିଳା ଜଣଙ୍କ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପୁଲିସକୁ ଧମକ ଦେଇଥିବା ଛାତ୍ରଙ୍କ ବିରୋଧରେ…

ଯୁବ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ…

ଭୁବନେଶ୍ୱର: କରୋନାରେ ମୃତ୍ୟୁବରଣ କରିଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ମଞ୍ଜୁର କରାଯାଇଛି। ରାଜ୍ୟ ସରକାର ଏହି ଅର୍ଥ ରାଶି ମଂଜୁରି କରିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ…

କରୋନା: ଆଖି ବୁଜିଲେ ଆଉ ଜଣେ ଯୁବ…

ଭୁବନେଶ୍ୱର: କୋଭିଡ ଯୁଦ୍ଧରେ ହାରିଯାଇଛନ୍ତି ଆଉ ଜଣେ ପ୍ରତିଭାବନ ସାମ୍ବାଦିକ। କରୋନାରେ ପ୍ରାଣ ହରାଇଛନ୍ତି ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ଟେଲିଭିଜନ ସାମ୍ବାଦିକତାରେ ଦକ୍ଷ କ୍ରାଇମ ରିପୋର୍ଟର ଭାବେ…

ଦାଦା ବଟି ଆଦାୟ: ୬ ଓ୍ବେବ୍‌ ପୋର୍ଟାଲ…

ଭୁବନେଶ୍ବର: ନିଜକୁ ଗଣମାଧ୍ୟମ ପ୍ରତିନିଧି ବୋଲି ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ଧମକ ଦେଉଥିଲେ, ବ୍ୟବସାୟୀଙ୍କୁ ଚାନ୍ଦା ମାଗୁଥିଲେ, ଖବର ପ୍ରସାରଣ କରି ହଇରାଣ କରିବୁ ବୋଲି ଡରାଉଥିଲେ। ଏବେ ଏମିତି ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ୍। ସେମାନେ ବିଭିନ୍ନ ତଥାକଥିତ ଓ୍ବେବ୍‌…

ସାମ୍ବାଦିକଙ୍କୁ ଆକ୍ରମଣ

କଣ୍ଟାବାଂଜି: ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି। କଣ୍ଟାବାଂଜିରେ ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଛି ଏବଂ ତାଙ୍କ କ୍ୟାମେରାକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଛି। ଖବର ସଂଗ୍ରହ ବେଳେ ସରପଞ୍ଚ ଓ ତାଙ୍କ ସ୍ୱାମୀ ତଥା…