ଜୁନ୍ ପହିଲାରୁ ମହଙ୍ଗା ହେବ ବିମାନ…
ନୂଆଦିଲ୍ଲୀ: ଜୁନ୍ ପହିଲାରୁ ମହଙ୍ଗା ହେବ ବିମାନ ଯାତ୍ରା। ଦେଶ ମଧ୍ୟସ୍ଥ ବିମାନ ଯାତ୍ରା ପାଇଁ ଥିବା ସର୍ବନିମ୍ନ ଦେୟ ୧୫% ମହଙ୍ଗା ହେବ ବୋଲି ଶୁକ୍ରବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି। ଏହି ସଂଶୋଧିତ ଦେୟ ଜୁନ୍ ପହିଲା ଠାରୁ ଲାଗୁ ହେବ।
କେନ୍ଦ୍ରୀୟ ମନ୍ତ୍ରଣାଳୟ ପକ୍ଷରୁ ଅଲଗା…