ବିଚାରପତି ନିଯୁକ୍ତିରେ କେନ୍ଦ୍ର…
ଓଏଲ୍ ବ୍ୟୁରୋ: ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ। କଲେଜିୟମ୍ ଦ୍ବାରା ହୋଇଥିବା ବିଚାରପତି ନିଯୁକ୍ତି ସୁପାରିଶକୁ କେନ୍ଦ୍ର ସରକାର ବିଳମ୍ବ କରୁଥିବାକୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କଲେଜିୟମର ସୁପାରିଶକୁ ଗ୍ରହଣ କରୁନାହାନ୍ତି କେନ୍ଦ୍ର ସରକାର।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ…