ନିର୍ଭୟା ମାମଲା: ଶୁଣାଣି ବେଳେ ଅଚେତ…
ନୂଆଦିଲ୍ଲୀ: ନିର୍ଭୟା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଅଘଟଣ। ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଚାଲିଥିବା ବେଳେ ଜଷ୍ଟିସ ଆର ଭାନୁମତି ହଠାତ୍ ଅଚେତ ହୋଇଯାଇଥିଲେ। ଏହି ସମୟରେ କୋର୍ଟ ରୁମରେ ଜଷ୍ଟିସ୍ ଭାନୁମତିଙ୍କ ସହ ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏଏସ୍…