କୁଏତ ଯିବ ଧାମରା ଉପକୂଳରୁ ମିଳିଥିବା…
ଭୁବନେଶ୍ବର : ମାଛର ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଗୋଟିଏ କୈବଲ୍ୟ ମାଛର ମୂଲ୍ୟ ଏକ ଲକ୍ଷ ଟଙ୍କା। ହେଲେ ଏକଥା ସମ୍ପୂର୍ଣ୍ଣ ସତ। ଏକ ଲକ୍ଷ ଟଙ୍କିଆ ମାଛ ଏବେ କୁଏତ୍ ଯିବ। ଚାନ୍ଦବାଲି ଧାମରା ଉପକୂଳ ଗଭୀର ସମୁଦ୍ରରୁ ଏହି ବିରଳ ମାଛ ଉଦ୍ଧାର ହୋଇଛି। ଆଲୋକ ଜ୍ୟୋତି ନାମକ ଏକ ବୋଟରେ ୧୨ ଜଣ ଧୀବର…