କଟକ କାଳୀପୂଜାକୁ ନେଇ କଟକଣା ଜାରି
କଟକ: କଟକରେ ଦୁର୍ଗା ପୂଜା ଭଳି କରୋନା କଟକଣା ଭିତରେ ଆୟୋଜିତ ହେବ କାଳୀ ପୂଜା। କଟକ କାଳୀପୂଜାକୁ ନେଇ କଟକଣା ଜାରି କରିଛନ୍ତି ଡିସିପି ପ୍ରତୀକ ସିଂ। କଟକରେ କାଳୀପୂଜାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିସିପି। ସେ କହିଛନ୍ତି ଯେ, ପୂଜା ବେଳେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୫୦ ଅଫିସର…