Odisha Link
Bridging the Missing Links in Odisha
Browsing Tag

Kalia Scheme

କାଳିଆ ଯୋଜନାକୁ ନେଇ ଦ୍ୱନ୍ଦ୍ୱରେ ଚାଷୀ,…

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଟଙ୍କା ଖାତାକୁ ଆସିଛି। ଗୋଟିଏ ପଟେ ପିଏମ କିଷାନରେ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିଥିବା ବେଳେ ପୂର୍ବରୁ ରାଜ୍ୟରେ ଚାଲିଥିବା କାଳିଆ ଯୋଜନାରେ ଆଉ ଟଙ୍କା ମିଳିବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ…

କାଳିଆ ଯୋଜନା ବଢ଼ିଲା ଆଉ ୩ ବର୍ଷ,…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି। ମୋଟ ୧୬ଟି ପ୍ରସ୍ତାବରେ ବାଜିଛି ମୋହର। କାଳିଆ ଯୋଜନାରେ ଚାଷୀମାନଙ୍କୁ ସହାୟତା ଆଗାମୀ ୩ ବର୍ଷ ପାଇଁ ବଢ଼ାଇଲେ ରାଜ୍ୟ ସରକାର। ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏଁ…

କାଳିଆ ଯୋଜନାରେ ସରକାରୀ କର୍ମଚାରୀ

ଭୁବନେଶ୍ୱର: କାଳିଆ ଯୋଜନା ସର୍ବଦା ଚର୍ଚ୍ଚାରେ। ନିର୍ବାଚନ ପୂର୍ବରୁ ଆଉ ନିର୍ବାଚନ ପରେବି। କାଳିଆ ଟଙ୍କାକୁ କିଭଳି ଭାବେ ଅଯୋଗ୍ୟ ହିତାଧିକାରୀ ହଡ଼ପ କରିଛନ୍ତି ତାହାର ବିସ୍ତୃତ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀଙ୍କ ସୂଚନା ମୁତାବକ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ…