କାଳିଆ ଯୋଜନାକୁ ନେଇ ବଢ଼ିଲା ଦ୍ବନ୍ଦ୍ବ,…
ଓଏଲ୍ ବ୍ୟୁରୋ: ମୋହନ ସରକାରର ପ୍ରଥମ ବିଧାନସଭା ଅଧିବେଶନ ଜାରି ରହିଛି। ୨୪ ବର୍ଷର ବିଜେଡି ସରକାର ଗାଦିଚ୍ୟୁତ ହେବା ପରେ ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାର ଶାସନ ଗାଦିରେ ବସିଛି। ପୂର୍ବ ସରକାର ସମୟରେ ଥିବା ଅନେକ ଯୋଜନାର ଭବିଷ୍ୟତକୁ ନେଇ ଏବେ ବି ପ୍ରଶ୍ନଚିହ୍ନ ଲାଗିରହିଛି। ଖାସ୍ କରି ବିଏସକେଓ୍ୱାଇ…