ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧% ରୁ…
ଭୁବନେଶ୍ବର: କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟକୁ ନେଇ ହଟଚମଟ ଚାଲିଥିବାବେଳେ ବାସ୍ତବରେ ଏମାନଙ୍କ ସଂଖ୍ୟା ଏକ ପ୍ରତିଶତରୁ କମ୍ ରହିଛି। ରାଜ୍ୟ ସରକାରଙ୍କ ଏହି ବହୁ ଆଙ୍କାକ୍ଷିତ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷ ୫ହଜାର ଚାଷୀ ସହାୟତା ପାଇଥିବାବେଳେ ଏମାନଙ୍କ ମଧ୍ୟରେ ବଡ଼ଚାଷୀ,…