ବିଧାୟକଙ୍କ ଶପଥ ପାଠ ଉତ୍ସବ; ନିଜ ପରିବାର…
ଓଏଲ୍ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଏସବୁ ଭିତରେ କାଲି ନବନିର୍ବାଚିତ ବିଧାୟକଙ୍କ ଶପଥପାଠ ହୋଇଥିବାବେଳେ ଆଜି ମଧ୍ୟ ଅନ୍ୟ କିଛି ନୂଆ ବିଧାୟକଙ୍କୁ ଶପଥ ପାଠ କରାଯିବ। ଏଥିପାଇଁ ନିଜ ନିଜ ପରିବାର…