କଳିଙ୍ଗ ଷ୍ଟାଡିୟମ ବିକାଶ ପାଇଁ ଖର୍ଚ୍ଚ…
ଭୁବନେଶ୍ବର: ଭୁବନେଶ୍ବରରେ କ୍ରୀଡ଼ା ଭିତ୍ତିଭୂମି ଓ ପ୍ରଶିକ୍ଷଣ ନେଇ ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଅଧିନସ୍ଥ ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସିରେ ଭୁବନେଶ୍ବର ସ୍ଥାନ ପାଇଛି। ଦେଶରେ ମୋଟ ୮ଟି ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସି ପ୍ରତିଷ୍ଠା କରାଯିବ।…