ଦ୍ୱାଦଶ କଳିଙ୍ଗ ହର୍ବାଲ ମେଳା ଉଦ୍ଘାଟିତ
ଭୁବନେଶ୍ୱର ପରିବର୍ତ୍ତନଶୀଳ ଜଳବାୟୁ, ଆଧୁନିକ ଜୀବନଚର୍ଯ୍ୟା ତଥା ପାଶ୍ଚାତ୍ୟ ଖାଦ୍ୟପେୟର ବହୁଳ ବ୍ୟବହାର ଯୋଗୁଁ ବର୍ତ୍ତମାନ ମାନବସମାଜ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛି । ତେଣୁ ଔଷଧୀୟ ବୃକ୍ଷଲତାରୁ ପ୍ରସ୍ତୁତ ବିଭିନ୍ନ ଆୟୁର୍ବେଦ ଔଷଧର ବ୍ୟବହାର କରି ଆମେ ସୁସ୍ଥ ଜୀବନଚର୍ଯ୍ୟା ତଥା ନିରୋଗ ଜୀବନ…