Odisha Link
Bridging the Missing Links in Odisha
Browsing Tag

Kalinga Hospital

କଟାହାତ ଯୋଡ଼ିଲେ କଳିଙ୍ଗ ହସ୍ପିଟାଲର…

ଭୁବନେଶ୍ବର: କରୋନା କଟକଣା ସମୟରେ ସ୍ଥାନୀୟ କଳିଙ୍ଗ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ଜଣେ ଟ୍ରକ୍‌ ଡ୍ରାଇଭରଙ୍କ କଟା ହାତକୁ ସଫଳତାର ସହ ଯୋଡ଼ି ପ୍ରଶଂସା ସାଉଟିଛନ୍ତି ଡାକ୍ତର ଅକ୍ଷୟ କୁମାର ରାଉତ ଓ ତାଙ୍କ ସହଯୋଗୀ ଡାକ୍ତରୀ ଦଳ। କରୋନା ସଂକ୍ରମଣକୁ ନ ଡରି ଓ କୋଭିଡ୍‌ ପରୀକ୍ଷା ରିପୋର୍ଟକୁ…

କଳିଙ୍ଗ ହସ୍ପିଟାଲରେ ଡାକ୍ତରମାନଙ୍କ…

ଭୁବନେଶ୍ୱର : ଭୁବନେଶ୍ୱରର ଏକ ପ୍ରମୁଖ ହସ୍ପିଟାଲ, ବିଆର୍‌ ଲାଇଫ୍ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ଡାକ୍ତରମାନେ ନିକଟରେ ଜଣେ ୪୮ ବର୍ଷୀୟା ରୋଗୀଙ୍କ ଗର୍ଭାଶୟରୁ ୮.୩ କେଜିର ଫିବ୍ରଏଡ୍ ଟ୍ୟୁମର ବାହାର କରିବା ପାଇଁ ଏକ ଜଟିଳ ଅସ୍ତ୍ରୋପଚାର କରିଛନ୍ତି । ମହିଳାଙ୍କ ଗର୍ଭାଶୟରେ ଥିବା ଉକ୍ତ…

ଲୋକାଲ ଫ୍ଲାପ୍ ଟିସୁ ବ୍ୟବହାର କରି ୩୦…

ଭୁବନେଶ୍ୱର : ସଡକ ଦୁର୍ଘଟଣା ଦୁର୍ଭାଗ୍ୟଜନକ ଘଟଣା ହୋଇଥାଏ । ସଠିକ ସମୟରେ ଚିକିତ୍ସା ନମିଳିବା ପରିସ୍ଥିତିକୁ ଅଧିକ ସଂଗୀନ କରିଦେଇଥାଏ । ତେବେ ବିଆର ଲାଇଫ୍ କଳିଙ୍ଗ ସୁପର ସ୍ପେଶିଆଲିଟି ହସପିଟାଲ ଡାକ୍ତର ଏଭଳି ଜଣେ ଦୁର୍ଘଟଣାର ଶୀକାର ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିଛନ୍ତି ଯାହାଙ୍କୁ ଠିକ୍ ସମୟରେ…

ସରକାରୀ ତାଲିକାରୁ ହଟିଲା କଳିଙ୍ଗ…

ଭୁବନେଶ୍ୱର : ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର କରିବା କଳିଙ୍ଗ ହସ୍ପିଟାଲ ପାଇଁ ମହଙ୍ଗା ପଡ଼ିଛି। ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ଦିଆଯାଇଛି। ଦୁର୍ବ୍ୟବହାର କରୁଥିବା ୪ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି…