Odisha Link
Bridging the Missing Links in Odisha
Browsing Tag

Kalinga stadium

ରାଜ୍ୟ ସରକାରଙ୍କ ନିଯୁକ୍ତ ପର୍ବ: ୪୧୬୬…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟଗୁଡିକରେ ୪୧୬୬ ଜଣ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି। ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏକ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କ…

କଳିଙ୍ଗ ଷ୍ଟାଡିୟମ: ଇଣ୍ଟରନ୍ୟାସନାଲ୍‌…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବାରମ୍ବାର ପାଓ୍ବାର ଟ୍ରିପ୍‌ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଏସବୁ ମଧ୍ୟରେ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ମଧ୍ୟ ପାଓ୍ବାର ଟ୍ରିପ୍‌ରୁ ବର୍ତ୍ତି ନାହିଁ। କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ…

ଆଜିଠୁ ଅଫ୍‌ଲାଇନରେ ହକି ବିଶ୍ୱକପ୍ ଟିକେଟ…

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ ଜାନୁଆରୀ ୧୩ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ। ଯାହାକୁ ନେଇ ହକି ପ୍ରେମୀ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଥିବାବେଳେ ଆଜିଠୁ ଅଫ୍‌ଲାଇନରେ ମିଳିବ ହକି ଟିକେଟ। ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଟିକେଟ ବିକ୍ରି ହେବା ନେଇ ସୂଚନା ମିଳିଛି। ଭୁବନେଶ୍ୱର କଳିଙ୍ଗ…

କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ କଳି

ଓଏଲ୍‌ ବ୍ୟୁରୋ: ଫୁଟବଲ୍‌ ମ୍ୟାଚ୍‌ ଚାଲିଥିଲା। କିଛି ସମୟର ଖେଳ ପରେ ସବୁକିଛି ଓଲଟପାଲଟ ହୋଇଗଲା। ମ୍ୟାଚ୍‌ ଚାଲିଥିବା ବେଳେ ଦେଖିବାକୁ ମିଳିଲା ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ଏଭଳିକି ମୁଥ ମରାମରି ହେଉଥିବାର ଦେଖିବାକୁ ମିଳିଥିଲା। ଭୁବନେଶ୍ୱର କଳିଙ୍ଗ…

ନିଯୁକ୍ତି ପାଇବେ ୬୦୦୦ ଶିକ୍ଷକ, କଳିଙ୍ଗ…

ଭୁବନେଶ୍ବର: ରାଜ୍ୟରେ ହଜାରେ କି ଦୁଇ ହଜାର ନୁହେଁ ଏକାକାଳୀନ ନିଯୁକ୍ତ ପାଇବେ ୬ ହଜାର ଶିକ୍ଷକ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମର ହକି ଗ୍ୟାଲେରୀରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ରାଜ୍ୟ ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଏଥିପାଇଁ କରାଯାଉଛି…

ନୂଆ ରୂପ ନେବ ଭୁବନେଶ୍ୱର କଳିଙ୍ଗ…

ଭୁବନେଶ୍ବର: ଖୁବଶୀଘ୍ର ଦେଖିବାକୁ ମିଳିବ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମର ରୂପ। କଳିଙ୍ଗ ଷ୍ଟାଡିୟମରେ ୪୦୦ ମିଟର ଟ୍ରାକ୍‌ ଥିବା ଏକ ଇଣ୍ଡୋର ଆଥଲେଟିକ୍‌ ଷ୍ଟାଡିୟମ୍‌ ନିର୍ମାଣ ହେବାକୁ ଯାଉଛି। କେବଳ ସେତିକି ନୁହେଁ କଳିଙ୍ଗ ଷ୍ଟାଡିୟମ ପରିସରରେ ଏକ ବିଶ୍ୱସ୍ତରୀୟ ଟେନିସ୍ କୋର୍ଟ ନିର୍ମାଣ ହେବ। ଯେଉଁଠି…

କଳିଙ୍ଗ ଷ୍ଟାଡିୟମ୍‌କୁ ଅଚାନକ ଗସ୍ତ କଲେ…

ଭୁବନେଶ୍ୱର : ଇଲେକ୍‌ଟ୍ରୋନିକ୍ସ, ଆଇଟି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କଳିଙ୍ଗ ଷ୍ଟାଡିୟମ୍‌କୁ ଅଚାନକ ଗସ୍ତ କରିବା ସହ ଷ୍ଟାଡିୟମ୍‌ର ଭିତ୍ତିଭୂମି ଏବଂ ଏଠାରେ ଥିବା ହାଇ ପରଫରମାନ୍ସ ସେଣ୍ଟରଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ । ଷ୍ଟାଡିୟମ୍‌ ପରିସରରେ ଥିବା ଫୁଟବଲ ପଡ଼ିଆ, ଗଗନ…

ଆଜିଠୁ କଳିଙ୍ଗଷ୍ଟାଡିୟମ୍‌ରେ ହକି…

ଭୁବନେଶ୍ବର : ଆଜିଠୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଦ୍ବିତୀୟ ସଂସ୍କରଣ। ଏହି ପ୍ରତିଯୋଗିତାରେ ୯ଟି ଦଳ ଭାଗ ନେଉଥିଲା ବେଳେ ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ପ୍ରତି ଦଳ ଲିଗ୍‌ ପର୍ଯ୍ୟାୟରେ ୧୬ ଲେଖାଏଁ ମ୍ୟାଚ୍‌…

ଏଥର ଘରୋଇ ମାଟିରେ ଖେଳିବ ଓଡ଼ିଶା ଏଫସି

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ରେ ଓଡ଼ିଶା ଏଫସି ପ୍ରଥମ ଥର ପାଇଁ ହିରୋ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ମ୍ୟାଚ୍ ଖେଳିବାକୁ ଯାଉଛି । ଆସନ୍ତା ୨୭ ତାରିଖ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ରେ ଘରୋଇ ଓଡ଼ିଶା ଏଫସି ଏବଂ ଜାମସେଦପୁର ଏଫସି ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ଏଥିପାଇଁ…

କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତ ଖେଳିବ…

ଭୁବନେଶ୍ବର: ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ଏଫଆଇଏଚ୍‌ ହକି ପ୍ରୋ-ଲିଗ୍‌ ଜାନୁଆରୀ ୧୧ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ଖେଳାଯିବ। ଏହି ପ୍ରିତଯୋଗିତାରେ ମୋଟ ୧୪୪ ମ୍ୟାଚ୍‌ ୧୧ଗୋଟି ଭେନ୍ୟୁରେ ଖେଳାଯିବ। ଭେନ୍ୟୁ ତାଳିକାରେ ରହିଛି ଭାରତର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସମେତ ଆର୍ଜଣ୍ଟିନା, ବେଲଜିୟମ୍,…