ନିର୍ବାଚନ ଲଢ଼ିବା ପାଇଁ ଗୃହ ସହାୟିକାଙ୍କୁ…
କୋଲକାତା: ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ବିଜେପି ଜଣେ ମହିଳାଙ୍କୁ ଟିକେଟ ଦେଇଛନ୍ତି । ଯିଏ ଅନେକ ବର୍ଷରୁ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ହେଲେ କଲିତା ମାଝୀ ।
ପୂର୍ବରୁ ସେ ଘର ଘର ବୁଲି ଗୃହ ସହାୟିକା କାର୍ଯ୍ୟ କରୁଥିଲେ। ଏବେ ତାଙ୍କର ଭାଗ୍ୟ ପୁରା ବଦଳି ଯାଇଛି। ସେ ନିର୍ବାଚନ ପ୍ରଚାର କରିବା…