ଏବେ କାମ୍ କି ରାଜନୀତି: କେଜରିଓ୍ବାଲ୍
ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ବହୁମତରେ ବିଜୟ ସ୍ପଷ୍ଟ ହେବା ପରେ ଦଳୀୟ କାର୍ଯ୍ୟାଳୟରୁ କର୍ମୀ ଓ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବିଜୟ ଅଭିଭାଷଣ ରଖିଛନ୍ତି ଅରବିନ୍ଦ କେଜ୍ରିୱାଲ୍। ଭାରତ ମାତା କି ଜୟ, ଇନ୍କିଲାବ୍ ଜିନ୍ଦାବାଦ୍, ବନ୍ଦେ ମାତରମ୍ ସ୍ଲୋଗାନରୁ ଭାଷଣ ଆରମ୍ଭ କରି କେଜ୍ରିୱାଲ୍…