ଖବର ସଂସ୍ଥାର ମାଲିକମାନେ ବିଧାୟକ/ସାଂସଦ…
ଭୁବନେଶ୍ବର: ଖବରକାଗଜର ମାଲିକମାନେ ଯଦି ରାଜନୀତି ନ କରି କେବଳ ସଂପାଦନା କ୍ଷେତ୍ରରେ ଅଧିକ ମନ ଦେଇଥାଆନ୍ତେ ରାଜ୍ୟର ଅଧିକ ଲାଭ ହୁଅନ୍ତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖବରକାଗଜର ସଂପାଦକମାନେ ବିଧାୟକ/ସାଂସଦ ହେବାର ମୋହ ପରିତ୍ୟାଗ କଲେ ରାଜ୍ୟର ଲାଭ ହେବ ବୋଲି ସେ କହିଥିଲେ।…