କନୌଜ ସଡକ ଦୁର୍ଘଟଣାରେ ମୋଦୀଙ୍କ ଶୋକ…
ନୂଆଦିଲ୍ଲୀ : ଗତକାଲି ଉତ୍ତର ପ୍ରଦେଶର କନୌଜରେ ହୋଇଥିବା ସଡକ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସକାଳେ ଟୁଇଟ୍ କରି କହିଛନ୍ତି, ଉତ୍ତର ପ୍ରଦେଶର କନୌଜରେ…