ଯାତ୍ରୀ ଉପରେ ଚଢ଼ିଗଲା ବସ୍
ବୌଦ୍ଧ: ଯାତ୍ରୀଙ୍କ ମୁଣ୍ଡ ଉପରେ ଚଢ଼ି ଗଲା ବସ୍। ଏହି ଦୁଃଖଦ ଘଟଣାଟି କଣ୍ଟାମାଳ ନିକଟରେ ଘଟିଛି। ଯାତ୍ରୀ ଜଣଙ୍କ ବସରେ ଚଢ଼ିବା ସମୟରେ ତାଙ୍କ ପାଦ ଖସି ଯାଇଥିଲା। ସେହି ସମୟରେ ବସଟି ତାଙ୍କମୁଣ୍ଡ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।
ପ୍ରକାଶ ଅନୁଯାୟୀ,ଆଜି ସକାଳ ପ୍ରାୟ ସାଢ଼େ…