ବିଜେଡ଼ିରେ ଯୋଗ ଦେଲେ କାର୍ମୀ ମୁର୍ମୁ
ଭୁବନେଶ୍ବର: ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଉଦାଳା ବ୍ଲକ୍ ବିଜେପି ଚେୟାରମ୍ୟାନ୍ କାର୍ମୀ ମୁର୍ମୁ। ଶହେରୁ ଅଧିକ ସହଯୋଗୀଙ୍କୁ ନେଇ ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ବିଜେଡିରେ ମିଶିଛନ୍ତି। କାର୍ମୀଙ୍କ ଯୋଗଦାନ ଉଦଳାରେ ଆହୁରି ଦଳକୁ ସୁଦୃଢ…