ମାସ୍କ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର
ଓଏଲ୍ ବ୍ୟୁରୋ : ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଥିବାବେଳେ ଭାରତ ସରକାର ସତର୍କ ରହିବାକୁ ଉଦ୍ବୋଧନ ଦେଇଛନ୍ତି। ବଢୁଥିବା କରୋନାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି କର୍ଣ୍ଣାଟକରେ। ଆଜିଠୁ କୋଭିଡ କଟକଣାକୁ କଡାକଡି…