ଆଜି ବଡ଼ଓଷା: ବଡ଼ସିଂହାର ବେଶ ଦେଖିବାକୁ…
ଓଏଲ୍ ବ୍ୟୁରୋ: ଆଜି ପବିତ୍ର ବଡ଼ ଓଷା। ଏହି ଅବସରରେ ବାବା ଧବଳେଶ୍ବରଙ୍କ ମନ୍ଦିରରେ ପ୍ରବଳ ଭିଡ଼। ବଡ଼ଓଷାରେ ବାବା ଧବଳେଶ୍ବରଙ୍କ ବଡ଼ସିଂହାର ବେଶ ଦେଖିବା ପାଇଁ ଲୋକାରଣ୍ୟ ହୋଇଛି ପୀଠ। ରାତି ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନୀତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।…