କରୋନା ମାଡ଼ରେ ବି ଭାଙ୍ଗି ନାହାନ୍ତି,…
ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍ ସାରା ବିଶ୍ବବାସୀଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି। କରୋନା ସଂକ୍ରମଣ ଓ ଲକ୍ଡାଉନ୍ ପାଇଁ ବହୁ ଲୋକଙ୍କ ଜୀବନ ଜୀବିକା ଏବେ ପ୍ରଭାବିତ। କିଏ ଚାକିରି ହରାଇଛି ତ ଆଉ କିଏ ବ୍ୟବାସାୟରେ କ୍ଷତି ସହିଛି। ଆଉ କିଛି ଲୋକ ତାଙ୍କ ନିଜସ୍ବ ଜୀବିକାକୁ ଭୁଲି ଅନ୍ୟ ଜୀବିକାକୁ…