ଭାରତ ଏକ ଭୂଗୋଳ ନୁହେଁ, ଏକ ଭାବ:…
ଭୁବନେଶ୍ବର: ଭାରତ ଏକ ଭାବର ପ୍ରତୀକ। ତାତ୍ତ୍ବିକ ଅର୍ଥରେ ଏହାକୁ ଭୌଗୋଳିକ ସୀମାରେଖା ମଧ୍ୟରେ ରଖିହେବ ନାହିଁ । ସମଗ୍ର ବ୍ରହ୍ମାଣ୍ଡର ରୂପରେଖ ହେଉଛି ଭାରତ, ଯାହାର ପରିଚୟ ଆଧ୍ୟାତ୍ମିକ ଚେତନା ଉପରେ ପର୍ଯ୍ୟବସିତ। ଏବଂ ଏହି ଚେତନାର ସର୍ବଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍ ଭଗବତ ଗୀତା ଯାହା କାଳାତୀତ ଓ…