ଆଜି ଏଲ୍ଓସି ଅଞ୍ଚଳକୁ ଯାଇପାରନ୍ତି ରାୱତ
ନୂଆଦିଲ୍ଲୀ: କଶ୍ମୀର ଗସ୍ତରେ ଅଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାୱତ। ଆଜି କଶ୍ମୀରରେ ରାଓ୍ବତଙ୍କ ଦ୍ବିତୀୟ ଦିନ। ଆଜି ବି ଏଲ୍ଓସି ନିକଟବର୍ତ୍ତୀ ଅଞ୍ଚଳ ଯାଇ ସୁରକ୍ଷା ବନ୍ଦୋବସ୍ତକୁ ତଦାରଖ କରିବେ ଜେନେରାଲ୍ ରାୱତ। ଏହାସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବାର ଯୋଜନା ବି ରହିଛି।…