ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ…
ଓଏଲ୍ ବ୍ୟୁରୋ: ରେଳ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ରେଳ ମନ୍ତ୍ରଣାଳୟ ନେଇ ଐତିହାସିକ ପଦକ୍ଷେେପ। ଦେଶରେ ଆରମ୍ଭ ହୋଇଛି କବଚ ୪.୦। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା କବଚ ୪.୦ର ଉଦଘାଟନ କରିଛନ୍ତି। ଭାରତ ରେଳବାଇର ମିଶନ ରଫତାର…