କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ…
ଓଏଲ୍ ବ୍ୟୁରୋ: ଦୀନେଶ କାର୍ତ୍ତିକଙ୍କ ପରେ କ୍ରିକେଟରୁ ଅବସର ନେଲେ ଷ୍ଟାର କ୍ରିକେଟର କେଦାର ଯାଦବ। ୩୯ ବର୍ଷିୟ କେଦାର ଯାଦବ ଅବସର ନେବା ସମ୍ପର୍କିତ ଖବର ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଥିଲେ। ଅପରାହ୍ନ ୩ଟା ସମୟରେ ଅବସର ସମ୍ପର୍କିତ ସୂଚନା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସୂଚନାଥାଉକି,…