ସ୍ବାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କ…
ଭୁବନେଶ୍ବର : ସ୍ବାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କର ପରଲୋକ। ଗତ କାଲି ୧୧ଟା ୧୫ମିନିଟରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । କେଦାରନାଥଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରେତଙ୍ଗ ନିକଟ ବ୍ରହ୍ମକୁଣ୍ଡଳ ଗାଁରେ।
ଦେଶ ସ୍ବାଧୀନତା ପାଇବା ପୂର୍ବରୁ ସେ…