ନାବାଳିକାଙ୍କୁ ଦଳି ମାରିଦେଲା ହାତୀ
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଦୁଇ ଦିନ ହେବ ହାତୀର ଉତ୍ପାତ ଜାରି ରହିଛି। ଏହି ହାତୀ ଏବେ ଉଭୟ ବନ ବିଭାଗ ଓ ଜନ ସାଧାରଣଙ୍କ ନିଦ ହଜାଇ ଦେଇଛି।
ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସାହରପଡା ବ୍ଲକ ତେଣ୍ଡେରା ପଞ୍ଚାୟତ ହରିହରପୁର ଗ୍ରାମରେ ଜଣେ ୧୦ ବର୍ଷର ନାବଳିକାଙ୍କୁ କଚାଡି…