Odisha Link
Bridging the Missing Links in Odisha
Browsing Tag

Kenojhar

ଡିବିରି ନିଆଁ ନେଲା ଜୀବନ, ଜଳିଗଲେ…

କେନ୍ଦୁଝର: ଖାଇପିଇ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ବିଛଣାରେ ଲାଗିଗଲା ନିଆଁ। ଯାହାଫଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡାପାଳ ପଞ୍ଚାୟତ ଜଡି ଚାତର ଗ୍ରାମରେ। ଖବର ଅନୁଯାୟୀ, ଜଡିଚାତର ଗ୍ରାମର ଲାଲମୋହନ ମହାନ୍ତ (…

ସ୍ବାସ୍ଥ୍ୟକର୍ମୀ ବିକିଦେଲେ ଟିକା!

କେନ୍ଦୁଝର: ସାରା ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏସବୁ ମଧ୍ୟରେ ଟିକା ବିକ୍ରି ନେଇ ଅଭିଯୋଗ କରିଛନ୍ତି ଲୋକେ। କେନ୍ଦୁଝର ଜିଲ୍ଲା ସବଡିଭିଜନର ଶାଳନିଆ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଶାରଳା ଗାଁରେ କରୋନା ଟିକା ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଗାଁକୁ ଟିକା ନେଇ ଯାଉଥିବା…

ଉତ୍ତର ଓଡ଼ିଶା: କୋଭିଡ଼ ହସ୍ପିଟାଲ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ବିଭିନ୍ନ ଅଞ୍ଚଳରେ କୋଭିଡ ହସ୍ପିଟାଲ ନିର୍ମାଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ଜିଲ୍ଲା…

ପୁଣି ଖଟିଆରେ ବୁହା ହେଲେ ରୋଗୀ

କେନ୍ଦୁଝର: ରାଜ୍ୟରେ ରୋଗୀ ଓ ଗର୍ଭବତୀ ମହିଳା ବାରମ୍ବାର ଖଟିଆରେ ବୁହା ହେବା ଘଟଣା ଏକ ନିତିଦିନିଆ ଘଟଣା ହୋଇଗଲାଣି। ହେଲେ ଗୋଟିଏ ଅଞ୍ଚଳରେ ଥରେ କି ଦୁଇଥର ନୁହେଁ ବାରମ୍ବାର ଖଟିଆରେ ବୁହା ହେଉଛିନ୍ତି ଗର୍ଭବତୀ ମହିଳା ଓ ଗୁରୁତର ରୋଗୀ। ଏଭଳି ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହେଉଛି ହେଲେ…