Viral Video ଗର୍ଭଗୃହରେ ମୁସଲମାନ:…
କୋଲାର: କର୍ଣ୍ଣାଟକର ଏକ ହିନ୍ଦୁ ମନ୍ଦିରରେ ଜଣେ ମୁସଲମାନ ବ୍ୟକ୍ତି ପ୍ରବେଶ କରିଥିବାର ଭିଡିଓ ଗତକାଲି ଠାରୁ ଭାଇରାଲ ହେବାରେ ଲାଗିଛି।
କର୍ଣ୍ଣାଟକର କୋଲାର ଠାରେ ଥିବା ଏକ ମନ୍ଦିରରେ ଜଣେ ମୁସଲମାନ ବ୍ୟକ୍ତି ଗର୍ଭଗୃହ ଭିତରେ ତଳେ ଶୋଇଥିବାର ଦେଖାଯାଉଛି। କନ୍ନଡ଼ ଭାଷାରେ ସେ 'ମୋ ମୁଣ୍ଡ କାଟ' ବୋଲି…