Odisha Link
Bridging the Missing Links in Odisha
Browsing Tag

Khandagiri Mela

ଖଣ୍ଡଗିରିରେ ଅଶ୍ଲୀଳ ନାଚ ମନା

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା। ଏଥିପାଇଁ ପ୍ରସ୍ତୁତି ଚାଲିଛି ଜେରଦାର। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କୁମ୍ଭ ମେଳା କାର୍ଯ୍ୟ। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନୋରଞ୍ଜନର ଖୋରାକ ଯୋଗାଇବାକୁ ସଜବାଜ ହେଲେଣି ଯାତ୍ରା କମିଟି। ତେବେ…

ଲାଗିଲାଣି ବ୍ୟାନର; ଫେବ୍ରୁଆରୀ ୧୮ରୁ…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେଉଛି ଖଣ୍ଡଗିରି ମାଘମେଳା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏଥିସହିତ ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା ମହାସମର। ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ପାଇଁ ଅପେରା ପାର୍ଟି ପ୍ରସ୍ତୁତ ହୋଇଗଲେଣି। କିଛି ଯାତ୍ରା କମିଟି ପ୍ରଚାର…

ସରିଲା ଖଣ୍ଡଗିରି ମେଳା, ଅପେକ୍ଷା…

ଭୁବନେଶ୍ବର: ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ଖଣ୍ଡଗିରି କୁମ୍ଭମେଳା ପୂର୍ଣ୍ଣିମାରେ ଶେଷ ହୋଇଛି। ଶେଷ ଦିନରେ ଯଜ୍ଞକୁଣ୍ଡରେ ପୂ୍ର୍ଣ୍ଣାହୁତି ଦିଆଯାଇ ବିଶ୍ବଶାନ୍ତି ପାଇଁ କରାଯାଇଥିବ ଯଜ୍ଞ ଶେଷ ହୋଇଛି। ଯଜ୍ଞସ୍ଥଳକୁ ଶହ ଶହ ଶ୍ରଦ୍ଧାଳୁ ଆସିଥିଲେ। ଭକ୍ତଙ୍କ ହୁଳହୁଳି, ହରିବୋଲରେ କମ୍ପିଥିଲା ଯଜ୍ଞ ମଣ୍ଡପ।…

ଆଜିଠୁ ଖଣ୍ଡଗିରି କୁମ୍ଭ ମେଳା: ଯାତ୍ରା…

ଭୁବନେଶ୍ୱର : ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗା ବୁଡ ପରେ ଖଣ୍ଡଗିରି କୁମ୍ଭ ମେଳାରେ ଧ୍ବନୀ ପ୍ରଜ୍ବଳିତ ହୋଇଥାଏ । ଶହେରୁ ଅଧିକ ନାଗା ସାଧୁ ଖଣ୍ଡଗିରି ମେଳା ପାଇଁ ଆସିଛନ୍ତି। ଅଯୋଧ୍ୟା, କାଶି, ବୃନ୍ଦାବନ, ହରିଦ୍ୱାର, ମଥୁରରୁ ସାଧୁ ସନ୍ଥ ଆସିଛନ୍ତି। ହରିକୀର୍ତନ, ଭାଗବତ, ଚଣ୍ଡୀପାଠ ଲାଗି ଖଣ୍ଡଗିରି…

ଏ ବର୍ଷ ହେବନି ଖଣ୍ଡଗିରି ମେଳା

ଭୁବନେଶ୍ବର: ମହାମାରୀ କରୋନା ଯୋଗୁଁ ଏବର୍ଷ ହେବନି ଖଣ୍ଡଗିରି ମେଳା। କେବଳ ପରମ୍ପରା ଅନୁଯାୟୀ ପୂଜାବିଦ୍ଧିକୁ ବିଏମଏସି ପକ୍ଷରୁ ଅନୁମତି ମିଳିଛି। କୋଭିଡ୍ ଗାଇଡ୍‌ ଲାଇନ୍ ମୁତାବକ ପରମ୍ପରା ପାଳନ ହେବ ବୋଲି କୁହାଯାଇଛି। ଫଳରେ ଏଥର ଖଣ୍ଡଗିରିରେ ନା ପେଣ୍ଡାଲ କମ୍ପିବ ନା ଦର୍ଶକଙ୍କ କରତାଳି ଏବଂ…

ଯୋଉଠି ନାଚିବି ସେଠି ପାଲଟିବ ଖଣ୍ଡଗିରି…

ଭୁବନେଶ୍ୱର: ରାଜଧାନୀରେ ଆସନ୍ତାକାଲିଠୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ। ଚଳିତବର୍ଷ ଖଣ୍ଡଗିରିର ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବ ନାହିଁ ରାନୀ ପଣ୍ଡାଙ୍କ ଡ୍ୟାନ୍ସ। କାରଣ ରାନୀ ପଣ୍ଡା ଓ ସେ ଅଭିନୟ କରୁଥିବା ଅନୁଷ୍ଠାନ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ ଚଳିତବର୍ଷ ଖଣ୍ଡଗିରି ଆସିବାକୁ ମନା। ବ୍ୟାନ…

ଆଜିଠୁ ଆରମ୍ଭ ପ୍ରସିଦ୍ଧ ଖଣ୍ଡଗିରି ମେଳା

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା। ସାଧୁସନ୍ଥମାନେ ଖଣ୍ଡଗିରି ପାହାଡରେ ଆରମ୍ଭ କରିବେ ସୂର୍ଯ୍ୟ ଉପାସନା କୁମ୍ଭମେଳାର ଅନ୍ତିମ ପର୍ଯ୍ୟାୟ। ଶାମ୍ବ ଦଶମୀରୁ ଆରମ୍ଭ କୁମ୍ଭମେଳା ପବିତ୍ର ମାଘ ପୂର୍ଣ୍ଣମୀରେ ସମାହିତ ହେବ। ତେବେ ଏହି ମେଳାରେ ହେଉଥିବା ଭିଡକୁ ଦୃଷ୍ଟି ରଖି…

ଫେବୃଆରୀ ୧ରୁ ମାଘମେଳା, ଜମିବ ଖଣ୍ଡଗିରି…

ଭୁବନେଶ୍ବର: ଫେବୃଆରି ୧ରୁ ଭୁବନେଶ୍ବରରେ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା। ଏହାକୁ ନେଇ ଯାତ୍ରାକମିଟି ସହ ଆଲୋଚନା କରିଥିଲେ ବିଏମସି ଅଧିକାରୀ। ତେବେ ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବ୍ୟାନ୍ କରାଯାଇଛି। ଫେବୃଆରି ୧ ମାଘମେଳା। ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା। ଚାଲିବ ବିଭିନ୍ନ ଅପେରା…