ଟ୍ରକ ପଛକୁ ପିଟିଲା କାର , ଜଣେ ମୃତ
ଖଡ଼ିଆଳ: ଟ୍ରକ ପଛକୁ ପିଟିଲା ଇନୋଭା କାର୍। ଜଣେ ମୃତ , ୪ ଗୁରୁତର । ଗୁରୁତର ବ୍ୟକ୍ତିଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଏହି ଘଟଣାଟି ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵର ଠାରେ ଘଟିଛି।
ମୃତ ବ୍ୟକ୍ତିଙ୍କ ନାମ ନବରତନ ପୋଡ଼। ତାଙ୍କର ଘର କୋମନା ଥାନା…