ଶନିବାରଠାରୁ ଖେଲା ଇଣ୍ଡିଆ…
ଭୁବନେଶ୍ବର: ଶନିବାରଠୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ। ଓଡ଼ିଶାର କଟକ ଓ ଭୁବନେଶ୍ବରରେ ଖେଳ ହେବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡ଼ିୟମରେ ଶନିବାର ବିଧିବଦ୍ଧ ଭାବେ ପ୍ରତିଯୋଗିତା ଉଦ୍ଘାଟିତ ହେବ। ଉଦ୍ଘାଟନ…