ଗୋଟିଏ ଦହିତ ଦିଗର କାହାଣୀ
କ୍ଷୀରୋଦ ବିହାରୀ ବିଶ୍ୱାଳଙ୍କ ଗପ
ଗୋଟିଏ ଦହିତ ଦିଗର କାହାଣୀ
ଆଜି ଦୀପାବଳି। ବାହାରେ ଫୁଟୁଥିବା ବାଣର ଶବ୍ଦ ଆଉ ଗନ୍ଧ , ଟିକେ ଟିକେ କବାଟ ଫାଙ୍କରେ ହସ୍ପିଟାଲ ଭିତରକୁବି ଚାଲି ଆସୁଛି। ହସ୍ପିଟାଲ କାନ୍ଥ ଘଣ୍ଟାରେ ରାତି ଏଗାର ବାଜିଲାଣି। ମୋ ହାତ ଘଣ୍ଟାରେ ଦଶ ମିନିଟ ଲେଟ। ଜୀବନରେ ସବୁ କାମରେ ମୁଁ…