ଖୋର୍ଦ୍ଧା ଗୁଳିକାଣ୍ଡରେ ସୁପାରି କିଲର
ଖୋର୍ଦ୍ଧା: ଖୋର୍ଦ୍ଧାର ଡାକ୍ତର ମାନସ ଦାସଙ୍କୁ ରବିବାର ସନ୍ଧ୍ୟାରେ ଗୁଳି ମାଡ଼ ଘଟଣାରେ ଏଯାଏ ଅଭିଯୁକ୍ତଙ୍କ ଟେର୍ ପାଇପାରିନି ପୁଲିସ୍। ହେଲେ ଏହି ଗୁଳିକାଣ୍ଡ ପଛରେ ସୁପାରି କିଲର୍ ନିୟୋଜିତ ଥିବା ନେଇ ପୁଲିସ୍ ପାଇଛି ଠୋସ୍ ପ୍ରମାଣ। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା…