Odisha Link
Bridging the Missing Links in Odisha
Browsing Tag

khurdha

୬୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ଧଳା ଜହର କାରବାର ବଢ଼ିବାରେ ଲାଗିଛି। ବର୍ତ୍ତମାନ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଆଡ୍ଡା ଜମାଇଲେଣି । ଆଦର୍ଶ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି । ପୁଲିସ ବ୍ରାଉନ ସୁଗାର କାରବାର…

ବାର୍ଡ ଫ୍ଲୁ ଆଶଙ୍କା, ଖୋର୍ଦ୍ଧାରେ ଶହ ଶହ…

ଭୁବନେଶ୍ୱର: ଦେଶର ଅଧିକାଂଶ ରାଜ୍ୟରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ। ବାର୍ଡ ଫ୍ଲ କାରଣରୁ ବିଭିନ୍ନ ରାଜ୍ୟର ଲକ୍ଷ ଲକ୍ଷ ପକ୍ଷୀ ମରି ପଡିଥିବାର ଦେଖିବାକୁ ମିଳୁଛି। ଗତକାଲି ରାଜ୍ୟରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଥିଲେ। ମାତ୍ର ଖୋର୍ଦ୍ଧା ଜିଲ୍ଲାରେରେ ଶହ…

ବାଇକକୁ ଧକ୍କା ଦେଲା ଟ୍ରକ୍, ୩ ଯୁବକ ମୃତ

ଖୋର୍ଦ୍ଧା: ସଡ଼କ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ବରଣ କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାଟି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କୁରାଢମଲ୍ଲ ଛକରେ ଘଟିଛି। ଏକ ଟ୍ରକଟି ବାଇକକୁ ପଛ ପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣାଟି ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା…

ବାଣ ବିସ୍ଫୋରଣରେ ୪ ଗୁରୁତର

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଖଣତ ଗ୍ରାମରେ ଏକ ବିସ୍ଫୋରଣ ଘଟିଛି। ବାଣ ପ୍ରସ୍ତୁତ ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା। ଦୁର୍ଘଟଣାଟରେ ୪ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ପ୍ରଥମେ ସେମାନଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା…

ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଗତକାଲି ଷଷ୍ଠ ଆଇଆରବି ଇଣ୍ଡିଆନ ରିଜର୍ଭ ବାଟାଲିଅନ ନାଲିପଡା ଅର୍ଜୁନପୁର କ୍ୟାମ୍ପସ ମଧ୍ୟରେ ଗଛରୁ ଆଇଆରବି କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ସୁବ୍ରତ ରାଉତ। ଏନେଇ ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ…

୨ ଲକ୍ଷ ଟଙ୍କା ଲୁଟ୍

ଖୋର୍ଦ୍ଧା: ଦିନକୁ ଦିନ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବାପ ପୁଅଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ଦୁର୍ବୃତ୍ତ ମାନେ ସେମାନଙ୍କଠୁ ଟଙ୍କାକୁ ଝାମ୍ପି ନେଇଛନ୍ତି। ଟାଉନ୍ ଥାନା ଗୋଡ଼ିପୋଖରୀ ନିକଟରେ ଲୁଟ୍‌ର ଅଭିଯୋଗ ହୋଇଛି। ବାଙ୍କୀରେ…

ମେଡ଼ିକାଲ୍ ପାଚେରୀ ଭାଙ୍ଗିଲେ ହାତୀ

ଖୋର୍ଦ୍ଧା: ମେଡ଼ିକାଲ୍ ପାଚେରୀ ଭାଙ୍ଗିଲେ ହାତୀ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ୨ ହାତୀ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପ୍ରବେଶ କରି ମେଡ଼ିକାଲର ପାଚେରୀ ଭାଙ୍ଗିଛନ୍ତି। ଏହି ଘଟଣା ସମ୍ପର୍କରେ ବନବିଭାଗ ଖବର ପାଇ ହାତୀ…

ଖୋର୍ଦ୍ଧାରୁ ୨୬୨ ଗ୍ରାମ୍ ବ୍ରାଉନ ସୁଗାର…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ତାପଙ୍ଗା ଅଞ୍ଚଳରୁ ୨୬୨ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ଆଜି ଦୁଇଜଣ ଯୁବକଙ୍କୁ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି। ସେମାନଙ୍କୁ ଗିରଫ କରିବା ବେଳେ ପୋଲିସ ସେମାନଙ୍କ ନିକଟରୁ ୨୬୨…

ପୁଲିସ ଉପସ୍ଥିତିରେ ଦୁର୍ବୃତ୍ତଙ୍କ ବୋମା…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଦଳେଇପୁଟରେ ପୁଣି ଥରେ ବୋମା ମାଡ଼ ହୋଇଛି। ପୁଲିସ ଉପସ୍ଥିତିରେ କିଛି ଦୁର୍ବୃତ୍ତ ବୋମା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଉପସ୍ଥିତିରେ ଟୁକୁନି ସ୍ବାଇଁଙ୍କ ଘରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ସିସିଟିଭିରେ ବୋମାମାଡ ଦୃଶ୍ୟ…

ଭିଜିଲାନ୍ସ ଜାଲରେ ବାଲୁଗାଁର…

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କ ବାସଭବନ ସମେତ ୫ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆଜି ସକାଳେ ଅଭୟ ଜେନାଙ୍କ ଭୁବନେଶ୍ବର ନ୍ୟୁ ଫରେଷ୍ଟ ପାର୍କରେ ଥିବା ୩ ମହଲା ଘର, ଭୀମପୁର ମୌଜା, ବାରଙ୍ଗ,…