ଅପହରଣ ଘଟଣା: ୩ ଦୁର୍ବୁତ୍ତ ଗିରଫ
ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ପୁଲିସ ଆଜି ତିନି ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଗନ୍ଧର୍ବ ଓଝା, ଚିତ୍ରସେନ ଓଝା, ବୁଲୁ ପ୍ରଧାନ, ଏମାନେ ସମସ୍ତେ କଟକ ଅଞ୍ଚଳର ବୋଲି ଜଣାପଡିଛି।
ସୂଚନା ଅନୁଯାଇ ବଡ଼ଚଣା ଥାନା ଅଧୀନ ବଡ଼ଘୁମୁରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ…