Odisha Link
Bridging the Missing Links in Odisha
Browsing Tag

Kidnapping

୮ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ପଣବନ୍ଦୀ

ସୋର: ଅପହରଣ ପରେ ମୁଣ୍ଡରେ ବନ୍ଧୁକ ଲଗାଇ ମାରିଦେବାକୁ ଧମକ୍‌। ୮ ଲକ୍ଷ ଟଙ୍କା ପାଇଁ ଯୁବକ ହୋଇଛନ୍ତି ପଣବନ୍ଦୀ। ଟଙ୍କା ନଦେଲେ ହାତ ଗୋଡ ବାନ୍ଧି ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ ହୋଇଛି। ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ କୁମାର ମହାନ୍ତି ୮ ବର୍ଷ ଧରି…

୫ ବର୍ଷ ପରେ ଅପହୃତ ନାବାଳକ ଉଦ୍ଧାର

ରାଉରକେଲା : ବିନ୍ଦୀ ଜୀବନରୁ ନାବାଳକକୁ ମଳିଲା ମୁକ୍ତି। ଦୀର୍ଘ ୫ ବର୍ଷ ଧର ଜଣଙ୍କ ଘରେ ବନ୍ଦୀ ଥିବା ନାବାଳକକୁ ପୁଲିସ ଉଦ୍ଧାର କରିଛି। ଏଥିସହ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ରାଉର୍‌କେଲାରେ ଘଟିଛି ଏଭଳି ଘଟଣ। ଅଭିଯୋଗ ଅନୁସାରେ, ଗତ ୫ ବର୍ଷ ହେଲା ଏମାନେ ନାବାଳକକୁ ଘରେ ବନ୍ଦ କରି…