୪ ଅପହର୍ତ୍ତାଙ୍କୁ ଧରିଲା ପୁଲିସ
ଜଗତସିଂହପୁର: ପୁଲିସ ୪ ଶିକ୍ଷକ ଅପହର୍ତ୍ତାଙ୍କୁ ଧରିବାରେ ସଫଳ ହୋଇଛି। ମାଷ୍ଟରମାଇଣ୍ଡ ସହ ୩ ଅଭିଯୁକ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ଏପରି ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି।ଡିସେମ୍ବର ୨ ତାରିଖ ରାତି ପ୍ରାୟ ୯ଟା ବେଳେ ତିର୍ତ୍ତୋଲ…