ଚୁମା ଦେବାରୁ ଚାଲିଗଲା ମନ୍ତ୍ରୀ ପଦ
ଲଣ୍ଡନ: ସହକର୍ମୀଙ୍କୁ ଚୁମା ଦେଇ ହରଡଘଣାରେ ମନ୍ତ୍ରୀ। ବିବାଦ ବଢ଼ିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ୍ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ୍ ହାନକକ୍।ସେ ଜଣେ ତାଙ୍କର ଜଣେ ଘନିଷ୍ଠ ସହକର୍ମୀଙ୍କୁ ଚୁମ୍ବନ ଦେଇ କୋଭିଡ-୧୯ ପ୍ରୋଟୋକଲ ଭାଙ୍ଗିଥିଲେ। ଏହା ପରେ ତାଙ୍କୁ ଇସ୍ତଫା ଦେବାକୁ ଚାରିଆଡୁ…