ପ୍ରକାଶ ପାଇଲା ଆଇପିଏଲ୍ ୨୦୨୫ର ମ୍ୟାଚ…
ଓଏଲ୍ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା। ପ୍ରକାଶ ପାଇଲା ୨୦୨୫ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ମ୍ୟାଚ ତାଲିକା। କେଉଁ ଦଳ କାହା ସହିତ କେଉଁ ପଡ଼ିଆରେ ଖେଳିବ ସେ ନେଇ ତାଲିକା ପ୍ରକାଶ ପାଇଛି। ଚଳିତଥର ଆଇପିଏଲ୍ର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ…