ଏଥର ୭ଟି ସ୍ଥାନରେ ପ୍ରକୃତିର ନିଆରା…
ଓଏଲ ବ୍ୟୁରୋ: ଶୀତୁଆ ସକାଳେ ସାମୁଦ୍ରିକ ବେଳାଭୂମି, ଜଙ୍ଗଲ ପରିବେଶରେ ମଜା ନେବେ ପର୍ଯ୍ୟଟକ। ଡିସେମ୍ବର ପହିଲାରୁ କୋଣାର୍କ ମହୋତ୍ସବଠାରୁ ପର୍ଯ୍ୟାୟକ୍ରମେ ଇକୋ ରିଟ୍ରିଟ୍ ୭ଟି ସ୍ଥାନରେ ଆରମ୍ଭ କରାଯିବ।ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଇକୋ ରିଟ୍ରିଟ୍ର ଷଷ୍ଠ ସଂସ୍କରଣ ଆରମ୍ଭ ହେବ। ଏହା ତିନି ମାସ…