ଆଜିଠୁ କୋଣାର୍କ ସୂର୍ଯ୍ୟମନ୍ଦିର ଲାଇଟ୍…
କୋଣାର୍କ: ଦୀର୍ଘ ନଅ ମାସ ପରେ ଏବେ ଧୀରେ ଧୀରେ ଖୋଲିଛୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳି। ରାଜ୍ୟ ବାହାରୁ ନହେଲେ ବି ରାଜ୍ୟ ଭିତରରୁ ଅନେକ ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’…