ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ: କୋଶଳ…
ସମ୍ବଲପୁର: ରାଜ୍ୟରେ ବର୍ଷ ତମାମ କୋଶଳ ରାଜ୍ୟ ଓ କୋଶଲୀ ଭାଷାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ। ହେଲେ ଜାଣିରଖନ୍ତୁ କୋଶଳ ରାଜ୍ୟ ନୁହେଁ ଏବଂ କୋଶଲୀ ମାତୃଭାଷା ନୁହେଁ। ଏକଥା ଆମେ କହୁନାହୁଁ। ଏକଥା ଭାରତୀୟ ଐତିହାସିକ ଗବେଷଣା ପରିଷଦ ଓ ଜନଗଣନା ଆୟୋଗର ସୂଚନା କହୁଛି। ନୂଆଦିଲ୍ଲୀସ୍ଥିତ ଭାରତୀୟ ଐତିହାସିକ…