ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀ: ଜ୍ଞାନ…
ଭୁବନେଶ୍ବର: ଓଡ଼ିଆ ବ୍ୟଙ୍ଗକାରମାନଙ୍କର ନିରନ୍ତର ସାଧନା ବଳରେ ହାସ୍ୟବ୍ୟଙ୍ଗ ସାହିତ୍ୟ ଅଶ୍ଲୀଳତାର ଅପବାଦରୁ ମୁକ୍ତ ହୋଇଛି ବୋଲି ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଆଜି ସଂଧ୍ୟାରେ 'ଓଡ଼ିଆ ହାସ୍ୟକବି ସମ୍ମିଳନୀ' ଆନୁକୂଲ୍ୟରେଆୟୋଜିତ ଦ୍ବିତୀୟ ଅନ୍ଲାଇନ୍ ହାସ୍ୟ…