ଫସାଇଦେଲା ଫେସବୁକ୍ ଝିଅ, ଦେହ ଦେଖାଇ…
କଟକ: ଫେସବୁକ୍ରୁ ବନ୍ଧୁତା। ପରେ ନମ୍ବର ଦିଆନିଆ। ମିଠା ମିଠା କଥା ସାଙ୍ଗକୁ ଆହୁରିି କେତେ କ'ଣ ଗପସପ। ଭିଡିଓ କଲରେବି ଭାବ ଦିଆଦିଆ। ପ୍ରେମର ବାହାନା କରି ଯୁବକଙ୍କ ପର୍ସନାଲ ଡାଟା ହାତେଇ ନେଲେ ଯୁବତୀ। ତାପରେ ଆରମ୍ଭ ହେଲା ବ୍ଲାକ୍ମେଲିଂ। ଏବେ ଫୋନ ଯୋଗେ ୩୦,୦୦୦ ଟଙ୍କା ଦିଅ ନହେଲେ ତୁମ ଭିଡିଓ…