ଲସି ପିଇ ଶତାଧିକ ଅସୁସ୍ଥ ଘଟଣା: ଚାଲିଗଲା…
ମାଲକାନଗିରି: ଲସି ପିଇ ଶତାଧିକ ଲୋକ ଗୁରୁତର ଘଟଣାରେ ଜଣେ ନାବାଳିକାଙ୍କର ମୃତ୍ୟୁ। ମାଲକାନଗିରି ସିମିଳିବଞ୍ଛା ଗାଁର ୧୨ ବର୍ଷର ଝିଅ ଅଡମା ମାଡ଼କାମିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
କିଛିଦିନ ତଳେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୁର୍ତ୍ତି ସାପ୍ତାହିକ ହାଟରୁ ବିଷାକ୍ତ ଲସି ପିଇ…