ସମ୍ବଲପୁରର ୨୯ ଜଣ ଓକିଲଙ୍କୁ ମିଳିଲା…
ଓଏଲ୍ ବ୍ୟୁରୋ : ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘଦିନ ଆନ୍ଦୋଳନ କରୁଥିଲେ। ଆନ୍ଦୋଳନ କାରଣରୁ କୋର୍ଟରେ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ କୋର୍ଟ ଆନ୍ଦୋଳନକାରୀ ଓକିଲ ସଂଘକୁ ଚେତାବନୀ ଦେଇଥିଲେ। କୋର୍ଟର ନିର୍ଦ୍ଦେଶକୁ ଅମାନ୍ୟ କରି ଆନ୍ଦୋଳନକୁ ଗତ ୧୨ ତାରିଖରେ…