ବନ୍ଧା ହେଲେ ୧୨ ଆଇନଜୀବୀ, ସମ୍ବଲପୁର…
ଓଏଲ୍ ବ୍ୟୁରୋ: ଓକିଲଙ୍କୁ ଆନ୍ଦୋଳନ କରିବା ପଡ଼ିଲା ମହଙ୍ଗା। ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୧୨ ଜଣଙ୍କୁ ବାନ୍ଧିଛି ସମ୍ବଲପୁର ପୁଲିସ। ସେମାନଙ୍କ ମଧ୍ୟରୁ ଜାମିନ ନାମଞ୍ଜୁର ହେବାରୁ ୯ ଜଣଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଆଗକୁ ଗିରଫଦାରୀ ଆହୁରି ବଢ଼ିପାରେ ବୋଲି ସୂଚନା…